ମିଟର ଟ୍ୟାମ୍ପରିଂ କରି ଠକେଇ ଅଭିଯୋଗ ପରେ କଟକର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ଓ ମାପ ଓଜନ ବିଭାଗର ମିଳିତ ଚଢ଼ାଉ: ସିଡିଏର ଏକ ପେଟ୍ରୋଲ ପମ୍ପ ମେସିନ୍ ସିଲ୍‌, ୫୦ ଲିଟର ପେଟ୍ରୋଲ ଜବତ