କଟକ:ଏକ୍ସପାରୀ ମେଡିସିନ୍‌ ଖାଇଥିବା ଯକ୍ଷ୍ମା ଆକ୍ରାନ୍ତ ଯୁବତୀଙ୍କ ମୃତ୍ୟୁ ; କାଲି ଗୁରୁତର ଅବସ୍ଥାରେ #SCBର ଯକ୍ଷ୍ମା ୱାର୍ଡରେ ଭର୍ତ୍ତି ହୋଇଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।