କଟକ: କାମ କରୁଥିବା ବେଳେ ପମ୍ପିଂ ଷ୍ଟେସନ ପାଇପରେ ଫସିଗଲେ ଜଣେ ବ୍ୟକ୍ତି, ଓଡ଼ିଶା ପୋଲିସ ସିଗନାଲ୍ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନରେ ଫସିଗଲେ, ଉଦ୍ଧାର କରିବାକୁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।