କଟକ: ପିଲା ଚୋର ସନ୍ଦେହରେ ଯୋବ୍ରା ଅଞ୍ଚଳରେ ଜଣଙ୍କୁ ଆକ୍ରମଣ; ଭୟରେ ବ୍ୟକ୍ତି ଜଣଙ୍କ ମହାନଦୀକୁ ଡେଇଁ ପଡ଼ିଲେ, ଉଦ୍ଧାର କଲେ ଓଡ୍ରାଫ୍ ଟିମ୍; ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି