କଟକ: ଗଛରୁ ଖସିପଡ଼ି ୧୪ ବର୍ଷର ବାଳକ ଗୁରୁତର, SCBରେ ଭର୍ତ୍ତି; ବାଳକର ଘର କେନ୍ଦୁଝର ଘଟଗାଁ ଅଞ୍ଚଳରେ, କାଲି ଗଛରୁ ଜାମୁ ତୋଳୁଥିବା ବେଳେ ଖସିପଡ଼ି ଆହତ