କଟକ: ଅଡ଼ଶପୁର ଏରଞ୍ଚି-କୂଳଶ୍ରୀ ନଦୀବନ୍ଧରେ ତଳକୁ ଓଲଟିଲା ଟ୍ରାକ୍ଟର; ୨ ମୃତ, ମୃତକ ହେଲେ ଡ୍ରାଇଭର ଓ ହେଲ୍‌ପର