କଟକରେ ସମୀର ଦେଙ୍କୁ ବୈଜୟନ୍ତ ପଣ୍ଡା ଭେଟିବା ଘଟଣା: କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଲେ- ବୈଜୟନ୍ତ ବାବୁ ଜଣେ ଅଭିଜ୍ଞ ରାଜନୈତିକ ବ୍ୟକ୍ତି, ସେ କାହା ଘରକୁ ଗଲେ, ତାହା ସଂପୂର୍ଣ୍ଣ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, ସେ କେଉଁ ଦଳକୁ ଯିବେ ବା ନିଜେ ଦଳ କରିବେ, ସେ ନିଷ୍ପତ୍ତି ନେବେ