ବ୍ରାହ୍ମଣଙ୍କ ପ୍ରତି ମନ୍ତ୍ରୀ ଦାମ ରାଉତଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ: ନିଜ ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରି ଦୁଃଖ ପ୍ରକାଶ କଲେ ମନ୍ତ୍ରୀ, କହିଲେ-ବ୍ରାହ୍ମଣ ଜାତି ଶ୍ରେଷ୍ଠ, ମୁଁ ସମ୍ମାନ କରେ; ଅର୍ଥକୁ ଅନର୍ଥ କରାଯାଉଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।