ଖୋର୍ଦ୍ଧା: ଟାଙ୍ଗି ଥାନା ସୁନ୍ଦରପୁର ଗାଁରୁ ଏକ ଘରୁ ଜଣଙ୍କ ମୃତଦେହ ଉଦ୍ଧାର, ମୃତକ ଜଣେ ଅଟୋ ଡ୍ରାଇଭର, ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି