ବରଗଡ଼: ଅତାବିରା ଥାନା ଅନ୍ତର୍ଗତ ସିଂହାପାଲି ଗାଁର ଏକ ଘର ଭିତରୁ ଭାଇ, ଭଉଣୀଙ୍କ ମୃତଦେହ ଉଦ୍ଧାର; କାଲି ରାତିରେ ଉଭୟ ଭାଇ, ଭଉଣୀ ଗୋଟିଏ ଘରେ ଶୋଇଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ