ପାଲ୍‌ହାଇଟ୍ସ ମାଲିକଙ୍କ ଘରେ ନିଆଁ ଲାଗି ୫ ମୃତ ଘଟଣା: ସିସିଟିଭି ହାର୍ଡଡିସ୍କ ଜବତ କଲା ପୋଲିସ୍, କ୍ୟାମେରାରେ ତାରିଖ ସେଟିଂ ଠିକ୍‌ ନ ଥିବା ସୂଚନା