ରାଉରକେଲା: ବେଦବ୍ୟାସକୁ ଜଳ ଲାଗି ପାଇଁ ବ୍ରାହ୍ମଣୀ ବ୍ରିଜରେ ଚାଲି ଯାଉଥିବା ବେଳେ ଟ୍ରେନ୍‌ରେ କଟି ଛତିଶଗଡ଼ ୪ କାଉଡ଼ିଆଙ୍କ ମୃତ୍ୟୁ, ମୃତକମାନେ ଗୋଟିଏ ପରିବାରର