ଢେଙ୍କାନାଳ: କାମାକ୍ଷାନଗର ପରଜଙ୍ଗ ଥାନା କଟାମୁଣ୍ଡା ଛକରେ ବସ୍‌କୁ ପଛରୁ ପିଟିଲା ଆଉ ଏକ ବସ୍‌; ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ, ଗୋଟିଏ ବସ୍ ରାସ୍ତା ତଳକୁ ଓଲଟିଛି, ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା