ଯାଜପୁର: ଫସଲ ନଷ୍ଟ ପରେ ବରୀ ସୁନ୍ଦରପୁର ଗାଁର ଚାଷୀ ସୁରେଶ ସାହୁଙ୍କ ଆତ୍ମହତ୍ୟା, ୮୦ ହଜାର ଟଙ୍କା ଋଣ କରିଥିଲେ