ଜମି ନଥିବା ଚାଷୀଙ୍କୁ ଋଣ ଦେବାକୁ ସରକାରଙ୍କ ଯୋଜନା: ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ- ‘ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ମାଧ୍ୟମରେ ଦିଆଯିବ ଋଣ; ଗ୍ରୁପ୍ ପିଛା ୫୦ ହଜାର ଟଙ୍କା’