ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ: ଆମ୍ୱଭୋନା ବ୍ଳକ୍‌ କର୍ଲା ଗାଁର ଚାଷୀ ଅର୍ଜୁନ ସତନାମୀ ଫସଲ ନଷ୍ଟ ଯୋଗୁଁ କାଲି ବିଷ ପିଇଥିଲେ, ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।