ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେବା ପରେ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି: ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ