ଆସିକା: କବିସୂର୍ଯ୍ୟନଗର ବାଲିଛାଇ ଏ. ବରିଡା ଗ୍ରାମରେ ଡକାୟତି, ୪ଜଣଙ୍କ ଘରେ ଓ ମଦଦୋକାନରୁ ଲୁଟ୍ ଅଭିଯୋଗ, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଗୁରୁତର, ମେଡିକାଲରେ ଭର୍ତ୍ତି