୨୦୧୬ରେ ଭେଡେନ ଅଞ୍ଚଳରୁ ୩ ଜଣ ନିଖୋଜ ଘଟଣା: ହାଇକୋର୍ଟରେ ମାମଲା ଦାଏର କଲେ ନିଖୋଜଙ୍କ ପରିବାର,ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ମାମଲା; ୩ ଜଣଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ