ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ଏନ.ଥିରୁମାଲ୍ଲା ନାୟକ ହେଲେ ବଲାଙ୍ଗିର ଜିଲ୍ଲାପାଳ, ଜଙ୍ଗଲ ଓ ପରିବେଶ ସ୍ୱତନ୍ତ୍ର ସଚିବ ହେଲେ ଅକ୍ଷୟ ପରିଡ଼ା