କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହେଲେ IAS ସଂଘ, ସରକାରୀ ସଭାରେ ଧର୍ମେନ୍ଦ୍ର ଜଣେ IASଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ