ଜଗତସିଂହପୁର: କନ୍ଦରପୁର-ଜଗତସିଂହପୁର ରାସ୍ତାର ହାଜିପୁର ଛକରେ ଦୁର୍ଘଟଣା; ଟାଟା ଏସି ଧକ୍କାରେ ୧୧ ବର୍ଷ ବାଳକର ମୃତ୍ୟୁ, ସାଇକେଲରେ ଟିଉସନ୍ ଯିବା ବେଳେ ଧକ୍କା ଦେଲା ଟାଟା ଏସି, ହାଜିପୁର ଛକରେ ରାସ୍ତାରୋକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।