ଯାଜପୁର ରୋଡ୍ ଅଞ୍ଚଳରେ ଭାଲୁ ଆତଙ୍କ: ଦଳା ବାଇପାସ୍ ନିକଟ ବୁଦା ମୂଳରେ ୨ଟି ଭାଲୁ ଲୁଚିଥିବା ଆଶଙ୍କା; ଘଟଣାସ୍ଥଳରେ ପୋଲିସ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ଉପସ୍ଥିତ