କନ୍ଧମାଳ ସୁଡ୍ରୁକୁମ୍ପା ଅଞ୍ଚଳରେ ପୁଣି ଜଣେ ମାଓବାଦୀ ନିହତ: କମ୍ବିଂ ବେଳେ ପୋଲିସ ଗୁଳିରେ ନିହତ; ଇନ୍‌ସାସ୍ ବନ୍ଧୁକ ଜବତ; ନିହତ ମାଓବାଦୀ KKBN ଡିଭିଜନ ବାଦଲ ଗ୍ରୁପ୍‌ର ସଦସ୍ୟ, ସୂଚନା ଦେଲେ ଏଡିଜି ଅପରେସନ୍ ଆର.ପି କୋଚେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।