କେନ୍ଦ୍ରାପଡ଼ା: ଗାଙ୍ଗପଡ଼ାରେ ଗ୍ରାମ୍ୟ ଉନ୍ନୟନ ଜଳ ପ୍ରକଳ୍ପ ଉଦ୍‌ଘାଟିତ, ସାଂସଦ ପାଣ୍ଠିରେ ନିର୍ମିତ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା; ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ୧ଲକ୍ଷ ଲିଟର କ୍ଷମତାର ପାନୀୟ ଜଳ ପ୍ରକଳ୍ପ