କେନ୍ଦୁଝର: ତିଲିକିଧରା ଷ୍ଟେସନରେ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ,ଲଗେଜ୍ ବଗିରେ ନିଆଁ ଲାଗିଛି, ସମସ୍ତ ଯାତ୍ରୀ ସୁରକ୍ଷିତ