ଖୋର୍ଦ୍ଧା: ବେଗୁନିଆକୁ NAC ମାନ୍ୟତା ସମେତ ୩ ଦଫା ଦାବିରେ ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ବେଗୁନିଆ ବନ୍ଦ; ସରକାରୀ, ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ବନ୍ଦ, ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଅବରୋଧ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।