ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଭୁଶୁଡ଼ି ପଡ଼ିଥିବା ଘର ଭିତରୁ ମିଳିଲା ଆଉ ୩ ମୃତଦେହ