କୋଣାର୍କ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା; ସୋରଭା ପଞ୍ଚାୟତ ଅଇଁଗଳ ଗାଁରେ ଆମ୍ବୁଲାନ୍ସ ଅଟକ, ରାତି ୧ଟାରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା, ସକାଳ ୫ଟାରେ ଆସିଲା, ବିଳମ୍ବରେ ଆସିବା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।