କୋରାପୁଟ: ତହସିଲଦାର, ପୋଲିସ ଉପସ୍ଥିତିରେ ମୂଷାଗୁଡ଼ା ଗାଁ ଶ୍ମଶାନରେ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହର ପୋଷ୍ଟମର୍ଟମ; ପୂର୍ବରୁ କଂଗ୍ରେସ ନେତା ଓ ଗାଁ ଲୋକେ ଚାଲି ଚାଲି ମୃତଦେହ ନେଇ ଯାଇଥିଲେ