ଜୟପୁର: ବୋରିପୁଟରେ ପଥର ତଳେ ୨ ଜଣ ଫସି ରହିବା ଘଟଣା; ଘଟଣା ସ୍ଥଳରେ ପହଞ୍ଚିଲେ ୨ ପରିବାରର ସଦସ୍ୟ, ଠିକା କମ୍ପାନୀକୁ ଦାୟୀ କରିବା ସହ ଲାଇସେନ୍ସ ବାତିଲ କରିବାକୁ ଦାବି କଲେ