କୁନ୍ଦୁଲି ପୀଡ଼ିତାଙ୍କ ଫୋରେନ୍‌ସିକ୍‌ ରିପୋର୍ଟରେ ତ୍ରୁଟି ଅଭିଯୋଗର ତଦନ୍ତ ପ୍ରସଙ୍ଗ ନେଇ ରାଜ୍ୟ ଫୋରେନ୍‌ସିକ୍‌ ଲ୍ୟାବ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ କହିଲେ- ପୋଲିସ ଡିଜିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ସ୍ୱାଗତଯୋଗ୍ୟ