କୁନ୍ଦୁଲି ମାମଲାରେ #OHRCଙ୍କୁ ଭେଟିଲା ରାଜ୍ୟ ମହିଳା ବିଜେପିର ଏକ ଟିମ୍‌; ପୀଡ଼ିତାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି