କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ-ସରକାରଙ୍କୁ ଉତ୍ତର ଦେବାକୁ ହେବ, ରକ୍ଷକ ଭକ୍ଷକ ହେଲେ କିଏ କଣ କରିବ, ରାଜ୍ୟ ସରକାର ସମ୍ବେଦନ ହୀନତା ଦେଖାଇବାରୁ ମାନସିକ ଗ୍ଲାନିରେ ମର୍ମାହତ ପୀଡ଼ିତା ଏଭଳି ନିଷ୍ପତ୍ତି ନେଲେ