ମହାନଦୀ ନେଇ ମୋଦିଙ୍କ ମନ୍ତବ୍ୟକୁ ପ୍ରସନ୍ନଙ୍କ ସମାଲୋଚନା ଉପରେ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ, ଯେଉଁମାନେ ୧୮ ବର୍ଷ ଧରି ଜଳସେଚନ ପାଇଁ କିଛି କରିନାହାନ୍ତି, ସେମାନଙ୍କୁ ମୋଦି ଶକ୍ତ ଚାପୁଡ଼ା ମାରିଛନ୍ତି , ମହାନଦୀ ପାଇଁ କେନ୍ଦ୍ର ସବୁବେଳେ ସହଯୋଗ କରି ଆସୁଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।