ମହାନଦୀ ନେଇ ମୋଦିଙ୍କ ବକ୍ତବ୍ୟ ପ୍ରସଙ୍ଗରେ ବିଜୟ ମହାପାତ୍ର କହିଲେ, ମହାନଦୀ ଏକ ସ୍ପର୍ଶକାତର ବିଷୟ, ଓଡ଼ିଶାବାସୀ ଯାହା ଆଶା କରିଥିଲେ ମୋଦିଙ୍କ ଭାଷଣରୁ ତାହା ମିଳିଲାନି, ଛତିଶଗଡ଼ର ବେଆଇନ କାର୍ଯ୍ୟ ସଂପର୍କରେ କହିଥିଲେ ଭଲ ହୋଇଥାନ୍ତା