ମହାନଦୀ ନେଇ ମୋଦିଙ୍କ ବକ୍ତବ୍ୟ ପ୍ରସଙ୍ଗରେ ବିଜୟ ମହାପାତ୍ର କହିଲେ, ମହାନଦୀ ଏକ ସ୍ପର୍ଶକାତର ବିଷୟ, ଓଡ଼ିଶାବାସୀ ଯାହା ଆଶା କରିଥିଲେ ମୋଦିଙ୍କ ଭାଷଣରୁ ତାହା ମିଳିଲାନି, ଛତିଶଗଡ଼ର ବେଆଇନ କାର୍ଯ୍ୟ ସଂପର୍କରେ କହିଥିଲେ ଭଲ ହୋଇଥାନ୍ତା

mada

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 02:32 PM IST

Related story