ମାଲକାନଗିରି: ସୋରିଷମାଳ ସେବାଶ୍ରମରେ ଭାତ, ଲୁଣ ଦେବା ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ସୁକାନ୍ତ ବେହେରାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ