ମାଲକାନଗିରି: ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ବେଳେ ୬୬ଟି ବ୍ୟାଗ୍‌ରୁ ୧୦ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ; ଚଢ଼ାଉ ବେଳେ ଖସିଗଲେ ୩୩ କାଉଡ଼ିଆ; ୩ ଦଲାଲ ଗିରଫ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।