ମାଲକାନଗିରି: ବାଲିମେଳା ନିକଟରୁ ୧୫୦୦ କିଲୋ ଗଞ୍ଜେଇ ଜବତ; ୨ ଗିରଫ, ଲୁଣ ବୋଝେଇ ଟ୍ରକ୍‌ରେ ମହାରାଷ୍ଟ୍ର ଚାଲାଣ ହେଉଥିଲା, ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ