କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ହାଇସ୍କୁଲ୍ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ମାଓ ବିରୋଧୀ ପୋଷ୍ଟର; ନିୟମଗିରି ଦଳିତ, ମହିଳା, ଯୁବକଙ୍କୁ ନ ମାରିବାକୁ ଉଲ୍ଲେଖ, ରାସ୍ତାରେ ବୋମା ଓ ଲ୍ୟାଣ୍ଡମାଇନ୍ ନ ରଖିବାକୁ ଅନୁରୋଧ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।