ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ବନ୍ଦ ଡାକରା: ଦକ୍ଷିଣ ଓଡ଼ିଶାରେ ବନ୍ଦର ପ୍ରଭାବ ଅନୁଭୂତ; ବିଭିନ୍ନ ସ୍ଥାନରେ ଗଛକାଟି ରାସ୍ତା ଅବରୋଧ କରିବା ସହ ମାଓ ପୋଷ୍ଟର ଲଗାଇଲେ, ବନ୍ଦକୁ ସମର୍ଥନ କରିବାକୁ ଦେଲେ ଆହ୍ୱାନ