ରାଜ୍ୟର ସରକାରୀ ମେଡିକାଲ କଲେଜରେ ପଢୁଥିବା ପ୍ରି ଓ ପାରା କ୍ଲିନିକାଲ ପିଜି ଛାତ୍ରମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯିବ