ମୋହନା: ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁବୋଧ କୁମାର ରଥଙ୍କ ସନ୍ଦେହଜନକ ମୃତ୍ୟୁ; ସରକାରୀ ବାସଭବନରୁ ମୃତଦେହ ଠାବ, ବିଷ ପିଇ ଆତ୍ମହତ୍ୟା କରିଥିବା ଖଜୁରୀପଦା ଫାଣ୍ଡି ପୋଲିସର ସୂଚନା By OdishaReporter Bureau On May 12, 2018 Share