ଉମରକୋଟ: ଡାବୁଗାଁ ବ୍ଲକ ମାଳିଗୁଡ଼ା ପ୍ରାଥମିକ ସ୍କୁଲରେ ବାସି ଖାଦ୍ୟ ଖାଇ ଜଣେ ଛାତ୍ର ମୃତ, ୧୩ ଅସୁସ୍ଥ, କାଲି ସ୍କୁଲରେ ଚକ୍ଷୁ ଚିକିତ୍ସା ଶିବିର ସହ ଭୋଜି ହୋଇଥିଲା