ନାରାୟଣପାଟଣା: ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡ ଟିକରପଡ଼ା ନିକଟରେ ମେଟାଲ୍ ବେଝେଇ ଟ୍ରକ୍ ପୋଡ଼ିଲେ ଦୁର୍ବୃତ୍ତ; ଡ୍ରାଇଭରକୁ ମାରଣାସ୍ତ୍ରରେ ଧମକାଇ ଗାଡ଼ିରୁ ଓହ୍ଲାଇ ପୋଡ଼ିଲେ,ଦୁର୍ବୃତ୍ତମାନେ କିଏ ତାହା ସ୍ପଷ୍ଟ ହୋଇ ନାହିଁ