ନୟାଗଡ଼: ରଣପୁର ଦର୍ପନାରାୟଣପୁର ବାପୁଜୀ ଜଙ୍ଗଲ ନିକଟରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ, ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି