ଯୌତୁକ ନିରୋଧ ଆଇନ ବଳରେ ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜଙ୍କୁ ସମନ କଲେ ଗାଜିଆବାଦ ଏସିଜେଏମ୍‌ କୋର୍ଟ, ଅଗଷ୍ଟ ୫ ଭିତରେ ହାଜର ହେବାକୁ ନିର୍ଦ୍ଦେଶ