ନୂଆପଡ଼ା: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ସିନାପାଲି ଯୁବକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିନାପାଲି ସହର ବନ୍ଦ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ଠପ୍