ନୂଆପଡ଼ା: ବୋଡେନ୍ ଅଞ୍ଚଳର କେରାପଦର, ଫରସରା ଗାଁରେ ମାଓ ପୋଷ୍ଟର; ମୈନପୁର-ନୂଆପଡ଼ା ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଜାରି; ପୋଲିସ ବିରୋଧରେ ଏକାଠି ହେବାକୁ ଆହ୍ୱାନ, ସାଧାରଣ ଲୋକଙ୍କୁ ପୋଲିସର ନିର୍ଯାତନାକୁ ପୋଷ୍ଟରରେ ନିନ୍ଦା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।